Jump to content

ପ୍ରତିଭାତ

ଉଇକିଅଭିଧାନ‌ରୁ

ପ୍ରତିଭାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ରତି+ଭା ଧାତୁ=ଦୀପ୍ତି ପାଇବା+କର୍ମ. ତ)

[ସମ୍ପାଦନା]
୧. ପ୍ରଦୀପ୍ତ —୧. Lighted.
୨. (+କର୍ତ୍ତୃ. ତ) ଉଦିତ —୨. Risen.
୩. ପ୍ରକାଶିତ —୩. Appearing; manifested.
୪. ପ୍ରତୀତ —୪. Believed.