Jump to content

ପ୍ରତିଭାନ

ଉଇକିଅଭିଧାନ‌ରୁ

ପ୍ରତିଭାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଭା ଧାତୁ+ଭାବ. ଅନ)

[ସମ୍ପାଦନା]
୧. ପ୍ରଜ୍ଞା — ୧. Intellect.
୨. ଜ୍ଞାନ —୨. Knowledge.
୩. ବୁଦ୍ଧି —୩. Intelligence.
୪. ପ୍ରଭା —୪. Brilliance; lustre.