Jump to content

ପ୍ରତିଭାସ

ଉଇକିଅଭିଧାନ‌ରୁ

ପ୍ରତିଭାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଭାସ)

[ସମ୍ପାଦନା]
୧. ଆଲୋକ ଯୋଗୁଁ ଦୀପ୍ତି ବା ପ୍ରକାଶ —୧. Illumination.
୨. ଅଳଙ୍କରଣ —୨. Adornment; decoration.
୩. ଭ୍ରମ (ହିନ୍ଦୀ - ଶ.) —୩. Illusion; mistake.