ପ୍ରତିଭୂ
ଦେଖଣା
ପ୍ରତିଭୂ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ଭୂ ଧାତୁ=ହେବା+କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]- ୧. ଯାମିନ୍ଦାର୍; ଯେ କଚିରି ଆଦିରେ ଅନ୍ୟ ବ୍ୟକ୍ତି ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ସ୍ୱୀକାର କରେ; ପରର ଦାୟିତ୍ୱ ଗ୍ରହଣକାରୀ ବ୍ୟକ୍ତି —୧. A person standing as a surety for another; a security; bondsman.
- ୨. ଯାମିନ୍ —୨. Bail; security.