Jump to content

ପ୍ରତିମ

ଉଇକିଅଭିଧାନ‌ରୁ

ପ୍ରତିମ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରତି+ମା ଧାତୁ+କର୍ମ. ଅ)

[ସମ୍ପାଦନା]

ସମାନ; ସଦୃଶ; ତୁଲ୍ୟ —Like; similar; resembling

[ଦ୍ରଷ୍ଟବ୍ୟ —ଏହା ବହୁବ୍ରୀହି ସମାସରେ ଅନ୍ୟ ଶବ୍ଦ ପରେ ବସେ; ଯଥା—ସୋଦର ପ୍ରତିମ; ପୁତ୍ର ପ୍ରତିମ, ଭଗିନୀ ପ୍ରତିମା]