ପ୍ରତିମା
ଦେଖଣା
ପ୍ରତିମା
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ପ୍ରତି+ମା ଧାତୁ=ପରିମାଣ କରିବା+କର୍ମ. ଅ;+ଆ)
- ୧. ପିତୁଳା; ପ୍ରତିମୂର୍ତ୍ତି —୧. Idol; image.
- ୨. ରୂପ —୨. Figure.
- ୩. ସାଦୃଶ; ପ୍ରତିକୃତି — ୩. Likeness; similarity; resemblance.
- ୪. ଛବି —୪. Picture.
- ୫. ଦେବ ବିଗ୍ରହ; ଦେବମୂର୍ତ୍ତି — ୫. Image of a Deity; idol.
- ୬. ଚିହ୍ନ —୬. Symbol.
- ୭. ପ୍ରତିବିମ୍ୱ —୭. Reflected image.
- ୮. ଗଜର ଦନ୍ତଦ୍ୱୟର ମଧ୍ୟଭାଗରେ ଶୁଣ୍ଢର ଉପର ଅଂଶ — ୮. The part of an elephant's trunk between the tusks.
- ୯. (+କରଣ. ଅ+ଆ)—ବଟକରା — ୯. Standard pieces used in weighing.
- ୧. ସାହିତ୍ୟର ଅଳଙ୍କାରବିଶେଷ (ହିନ୍ଦୀ - ଶ.) — ୧. A figure of speech.
[ଦ୍ରଷ୍ଟବ୍ୟ —ଏଥିରେ ମୁଖ୍ୟ ବ୍ୟକ୍ତିର ବା ପଦାର୍ଥର ଅଭାବରେ ତତ୍— ସଦୃଶ କୌଣସି ବ୍ୟକ୍ତିର ବା ପଦାର୍ଥର ସ୍ଥାପନାର ବର୍ଣ୍ଣନା କରାଯାଏ— (ହିନ୍ଦୀ - ଶ.)]
=== ସଂସ୍କୃତ - ବିଶେଷଣ -
(ସମାସରେ) ପ୍ରତିମର ସ୍ତ୍ରୀଲିଙ୍ଗ — Feminine of Pratima.