Jump to content

ପ୍ରତିମାନ

ଉଇକିଅଭିଧାନ‌ରୁ

ପ୍ରତିମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ମା ଧାତୁ+କର୍ମ. ଅନ)

[ସମ୍ପାଦନା]
୧. ପ୍ରତିମା (ଦେଖ) - ୧. Pratimā (See)
୨. ସମାନତା (ହିନ୍ଦୀ - ଶ) —୨. Equality.
୩. ଦୃଷ୍ଟାନ୍ତ; ଉଦାହରଣ (ହିନ୍ଦୀ - ଶ.) —୩. Example.
୪. ପ୍ରତିନିଧି (ହିନ୍ଦୀ - ଶ.) —୪. Representative.