ପ୍ରତିମାଳା
ସ୍ମରଣ ଶକ୍ତିର ପରିଚୟ ଦେବା ବା ପରୀକ୍ଷା କରିବା ପାଇଁ ଏକାଧିକ ବ୍ୟକ୍ତିଙ୍କର ଏକାନୁକ୍ରମେ ଶ୍ଳୋକ ବା କବିତାଦିର ଆବୃତ୍ତ —Recitation of slokas or couplets by several persons, one after the other, to test their memory.