Jump to content

ପ୍ରତିମା ପୂଜକ

ଉଇକିଅଭିଧାନ‌ରୁ

ପ୍ରତିମା ପୂଜକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିମା ପୂଜିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଆଧୁନିକ ବ୍ୟବହାର)

[ସମ୍ପାଦନା]

ଯେ ଦେବମୂର୍ତ୍ତିଙ୍କୁ ଈଶ୍ୱରଜ୍ଞାନରେ ପୂଜା କରେ —Idolatrous.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପ୍ରତିମାଙ୍କୁ ଦେବତାରୂପେ ପୂଜା କରିବା ବ୍ୟକ୍ତି — Idolator.