ପ୍ରତିମା ବିସର୍ଜନ
ଜୀବନ୍ୟାସ ଓ ଆବାହନ ପୂର୍ବକ ଦେବତା— ରୂପେ ପୂଜିତ ଦେବମୂର୍ତ୍ତିଙ୍କୁ ପୂଜା ଶେଷରେ ମନ୍ତ୍ରପାଠ ପୂର୍ବକ
ବିଦାୟ ଦେଇ ପାଣିରେ ଫିଙ୍ଗିବା —Consigning an Idol to the water it is worshipped and formally relinquished.