ପ୍ରତିମୁଖ
ଦେଖଣା
ପ୍ରତିମୁଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରତି=ସାମନା ଦିଗରେ+ମୁଖ)
[ସମ୍ପାଦନା]- ୧. ସାମନାରେ ଥିବା; ଆଡ଼କୁ ମୁହଁ କରିବା — ୧. Facing; opposite; confronting.
- ୨. ଅଭିମୁଖ; ସମ୍ମୁଖବର୍ତ୍ତୀ —୨. Situate in front.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନାଟକ ବା ଅଭିନୟର ଅଂଶବିଶେଷ (ଯେଉଁ—ଠାରେ ନାଟକୀୟ ବିଷୟ କ୍ରମଶଃ ଗାଢ଼ତର ହୁଏ) — ୧. Part of a play in which the plot thickens; epitasis (Howells); the main action of a drama leading to the catastrophe (Chambers English Dictionary).
[ଦ୍ରଷ୍ଟବ୍ୟ —ନାଟକର ୫ ଅଙ୍ଗସନ୍ଧି ମଧ୍ୟରୁ ଏହା ଏକ; ଏଥିରେ ବିଳାସ, ପରିସର୍ପ, ନର୍ମ, ପ୍ରଗମନ, ବିରୋଧ, ପର୍ଯ୍ୟୁପାସନ, ପୁଷ୍ପ, ବଜ୍ର, ଉପନ୍ୟାସ ଓ ବର୍ଣ୍ଣସଂଗ୍ରହ ଆଦିର ବର୍ଣ୍ଣନ ହୋଇଥାଏ (ହିନ୍ଦୀ - ଶ)]
- ୨. କୌଣସି ବସ୍ତୁର ପଛ ଭାଗ (ହିନ୍ଦୀ - ଶ) — ୨. The rear or back part of a thing.