Jump to content

ପ୍ରତିମୂର୍ତ୍ତି

ଉଇକିଅଭିଧାନ‌ରୁ

ପ୍ରତିମୂର୍ତ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ମୂର୍ତ୍ତି)

[ସମ୍ପାଦନା]
୧. ପ୍ରତିକୃତି — ୧. A statue.
୨. ପ୍ରତିମା —୨. Image.
୩. ସାଦୃଶ —୩. Likeness; resemblance.
୪. ଗୋଟିଏ ବସ୍ତୁର ବା ଜୀବର ସାଦୃଶ୍ୟରେ ନିର୍ମିତ ପ୍ରତିମା — ୪. An image formed in the shape of an animal or thing.