Jump to content

ପ୍ରତିଯୋଗୀ

ଉଇକିଅଭିଧାନ‌ରୁ

ପ୍ରତିଯୋଗୀ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିଯୋଗିତା—ବି)

(ପ୍ରତିଯୋଗିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ. (ପ୍ରତି+ଯୁଜ୍ ଧାତୁ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ପ୍ରତିଦ୍ୱନ୍ଦୀ —୧. Rival.
୨. ବିପକ୍ଷ —୨. Opponent.
୩. ଅଂଶୀଦାର; ସରିକ୍ଦାର — ୩. Co-sharer; partner.
୪. ସହଯୋଗୀ —୪. Associate; co-operator.