Jump to content

ପ୍ରତିଯୋଦ୍ଧା

ଉଇକିଅଭିଧାନ‌ରୁ

ପ୍ରତିଯୋଦ୍ଧା

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିଯୋଦ୍ଧ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ପ୍ରତି+ଯୋଦ୍ଧୃ; ୧ମା. ୧ବ.)

[ସମ୍ପାଦନା]
୧. କୌଣସି ଯୋଦ୍ଧାର ବିପକ୍ଷରେ ପଟ ପକାଇ ଯୁଦ୍ଧ କରିବା ଯୋଦ୍ଧା — ୧. Concombatant; antagonist.
୨. ଶତ୍ରୁ —୨. Enemy.