Jump to content

ପ୍ରତିରୁଦ୍ଧ

ଉଇକିଅଭିଧାନ‌ରୁ

ପ୍ରତିରୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିରୋଧ—ବି)

ସଂସ୍କୃତ - ବିଶେଷଣ - (ପ୍ରତି+ରୁଦ୍ଧ)

[ସମ୍ପାଦନା]
୧. ଅବରୁଦ୍ଧ — ୧. Confined.
୨. ଘେରାଉ କରାଯାଇ ଥିବା; ଶତ୍ରୁ ସୈନ୍ୟଦ୍ୱାରା ଅବରୁଦ୍ଧ —୨. Surrounded; besieged; blockaded.
୩. ନିବାରିତ; ବାଧାପ୍ରାପ୍ତ —୩. Prevented; hindered; impeded; restrained; obstructed.