ପ୍ରତିରୂପ
ଦେଖଣା
ପ୍ରତିରୂପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ରତି=ସଦୃଶ+ରୂପ)
[ସମ୍ପାଦନା]- ୧. ସାଦୃଶ୍ୟ — ୧. Resemblance; likeness.
- ୨. ପ୍ରତିମୂର୍ତ୍ତି; ପ୍ରତିମା —୨. Portrait; image.
- ୩. ପ୍ରତିଲିପି —୩. Counterpart; a duplicate; a copy.
- ୪. ନକଲ; ଜାଲ୍ —୪. Counterfeit.
- ୫. ପ୍ରତିବିମ୍ୱ —୫. Refliected shadow; image.
- ୬. ନମୁନା —୬. Pattern; specimen.
- ୭. ବସ୍ତୁର ବା ବ୍ୟକ୍ତିର ଅନୁରୂପ ଛବି — ୭. A picture drawn to resemble a person or thing.
- ୮. ପ୍ରତିନିଧି (ହିନ୍ଦୀ - ଶ) —୮. Representative.
(ପ୍ରତିରୂପା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ସଦୃଶ — Resembling; corresponding.