Jump to content

ପ୍ରତିରୋଧକ

ଉଇକିଅଭିଧାନ‌ରୁ

ପ୍ରତିରୋଧକ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିରୋଧୀ—ଅନ୍ୟରୂପ)

(ପ୍ରତିରୋଧିକା, ପ୍ରତିରୋଧିନୀ—ସ୍ତ୍ରୀ) 

(ପ୍ରତିରୋଧନ—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ପ୍ରତି+ରୁଧ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ବାଧା ଦେଉଥିବା —୧. Obstructing.
୨. ଅଟକ କରୁଥିବା — ୨. Restraining.
୩. ଅବରୋଧକାରୀ — ୩. Besieging; blockading.
୪. ଯେ ଅଟକ କରି ଡକାଇତି କରେ — ୪. Robbing (Howells)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଡାକଏତ —୧. Robber.
୨. ବାଧା ଦେବା ବ୍ୟକ୍ତି —୨. Obstructor (Howells).