ପ୍ରତିଲକ୍ଷ୍ୟ
ଦେଖଣା
ପ୍ରତିଲକ୍ଷ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ; ଲକ୍ଷ୍ୟ)
[ସମ୍ପାଦନା]- ୧. ଉପମା; ତୁଳନା — ୧. Comparison.
ଏଥିକୁ ପ୍ରତିଲକ୍ଷ ଦେବା; ଭୋ ନୃପ ଦେଖାଇ କହିବା—ଜଗନ୍ନାଥ. ଭାଗବତ
- ୨. ଉପମା ବା ତୁଳନାଦ୍ୱାରା ଅନୁମିତ ସାଦୃଶ୍ୟ — ୨. Similarity found out on comparision.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଉପମାଯୋଗ୍ୟ —୧. Comparable.
- ୨. ଉପମାଦ୍ୱାରା ସମାନ ଥିବାର ପ୍ରତିପାଦିତ — ୨. Found to be similar in comparision.