ପ୍ରତିଲୋମ
ଦେଖଣା
ପ୍ରତିଲୋମ
ଉଚ୍ଚାରଣ
[ସମ୍ପାଦନା](ଅନୁଲୋମ—ବିପରୀତ)
ସଂସ୍କୃତ - ବିଶେଷଣ - (ପ୍ରତି=ବିପରୀତ+ଲୋମ=ଶରୀରର ରୁମ)
[ସମ୍ପାଦନା]- ୧. ପ୍ରତିକୂଳ; ବାମ; ବିରୁଦ୍ଧ — ୧. Contrary; opposite.
- ୨. ଓଲଟା; ବିପରୀତ —୨. Inverse; inverted.
- ୩. ଦେହର ଲୋମର ବିପରୀତ ଦିଗରେ ଚାଳିତ — ୩. Moved against the hair or grain.
- ୪. ନୀଚ —୪. Low; vile; base; depraved.
- ୫. ନିର୍ଦ୍ଧାରିତ ନିୟମ ବା ରୀତିବିରୁଦ୍ଧ — ୫. Contrary to the prescribed rule or order.
- ୬. ନୀଚତର ଜାତୀୟ —୬. Of a lower caste.
- ୭. ବର୍ଣ୍ଣଗତ ନିୟମବିରୁଦ୍ଧ — ୭. Coutrary to the rules of caste.
ସଂସ୍କୃତ - କ୍ରି.ବିଶେଷଣ -
[ସମ୍ପାଦନା]ଲୋମର ବିପରୀତ ଦିଗରେ — Against the hair or grain.