Jump to content

ପ୍ରତିଶଙ୍କନୀୟ

ଉଇକିଅଭିଧାନ‌ରୁ

ପ୍ରତିଶଙ୍କନୀୟ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିଶଙ୍କନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରତି+ଶଙ୍କନୀୟ)

[ସମ୍ପାଦନା]
୧. ଯାହାକୁ ସର୍ବଦା ସର୍ବତୋଭାବରେ ଭୟ ବା ସନ୍ଦେହ କରାଯାଏ; ପରିଶଙ୍କନୀୟ —୧. Always regarded with fear or suspicion.
୨. ସର୍ବଥା ଶଙ୍କା ଉତ୍ପାଦକ — ୨. Causing fear in every way.