ପ୍ରତିଶାପ
ଅଭିଶାପ ଦେଇଥିବା ବ୍ୟକ୍ତିକୁ ଅଭିଶପ୍ତ ବ୍ୟକ୍ତିର ଦେବା ଅଭିଶାପ —A curse uttered in return for a carse.
ଦକ୍ଷକୁ ପ୍ରତିଶାପ ଦେଇ ବୋଲଇ ସଭାଜନେ ଚାହିଁ—ଜଗନ୍ନାଥ ଭାଗବତ