Jump to content

ପ୍ରତିଶାସନ

ଉଇକିଅଭିଧାନ‌ରୁ

ପ୍ରତିଶାସନ

ଉଚ୍ଚାରଣ

[ସମ୍ପାଦନା]

ପ୍ରତିଶାସକ, ପ୍ରତିଶାସିତ, ପ୍ରତିଶାସ୍ତାପୁଂ

ପ୍ରତିଶାସିକା, ପ୍ରତିଶାସିତା, ପ୍ରତିଶାସ୍ତ୍ରୀ ସ୍ତ୍ରୀ,'ବିଣ

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଶାସନ)

[ସମ୍ପାଦନା]
୧. ବିଶିଷ୍ଟ ଆଦେଶ — ୧. Special order.
୨. କୌଣସି କାର୍ଯ୍ୟ ପାଇଁ ଦୂତ ବା ଭୃତ୍ୟ— ପ୍ରେରଣ —୨. Sending or deputing a messenger on a certain mission.
୩. ପ୍ରଥମ ଆଦେଶକୁ ରହିତ କରିବା ହୁକୁମ — ୩. Counter order; countermanding order.