Jump to content

ପ୍ରତିଶାୟିତ

ଉଇକିଅଭିଧାନ‌ରୁ

ପ୍ରତିଶାୟିତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିଶାୟିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରତି+ଶ୍ରୀ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]

ଯେ ଦେବତାଙ୍କ ପାଖେ ଧାରଣ ପଡ଼ିଥାଏ — Lying prostrate before a Deity till one's prayers are attended to.