Jump to content

ପ୍ରତିଶ୍ରୁତ

ଉଇକିଅଭିଧାନ‌ରୁ

ପ୍ରତିଶ୍ରୁତ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିଶ୍ରୁତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରତି+ଶ୍ରୁ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଅଙ୍ଗୀକୃତ — ୧. Promised.
୨. ସ୍ୱୀକୃତ —୨. Agreed to; assented to.
୩. ପୁଲିଙ୍ଗ - (+କର୍ତ୍ତୃ. ତ) ଯେ ଅଙ୍ଗୀକାର କରିଥାଏ —Promising; agreeing to.