Jump to content

ପ୍ରତିଶ୍ରୟ

ଉଇକିଅଭିଧାନ‌ରୁ

ପ୍ରତିଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ କର୍ମ. ଅ)

[ସମ୍ପାଦନା]
୧. ଆଶ୍ରୟ; ଯେଉଁଠାରେ ଆଶ୍ରୟ ନିଆଯାଏ —୧. Shelter; refuge.
୨. ବାସସ୍ଥାନ —୨. Abode.
୩. କୌଣସି ଦ୍ରବ୍ୟ ରଖାଯିବା ସ୍ଥାନ ବା ଆଧାର — ୩. Repository; receptacle.