Jump to content

ପ୍ରତିଷିଦ୍ଧ

ଉଇକିଅଭିଧାନ‌ରୁ

ପ୍ରତିଷିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତିଷେଧ—ବି)

ସଂସ୍କୃତ - ବିଶେଷଣ - (ପ୍ରତି+ସିଧ୍ ଧାତୁ=ସମ୍ପନ୍ନ କରିବା+କର୍ମ. ତ; ଷତ୍ୱ ବିଧାନ)

[ସମ୍ପାଦନା]

ନିଷିଦ୍ଧ; ନିବାରିତ — Prohibited; forbidden.