ପ୍ରତିଷେଧକ ଔଷଧ
=== ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରତିଶୋଧକ+ଔଷଧ)
ରୋଗନିବାରକ ଔଷଧ; ଯେଉଁ ଔଷଧ ବ୍ୟବହାର କଲେ ରୋଗ ପ୍ରଥମରୁ ଆକ୍ରମଣ କରେ ନାହିଁ —An antidote; preventive.