ପ୍ରତିଷ୍ଠାତା
ଦେଖଣା
ପ୍ରତିଷ୍ଠାତା
ଉଚ୍ଚାରଣ
[ସମ୍ପାଦନା](ପ୍ରତିଷ୍ଠାତ୍ରୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ଫୁ. (ପ୍ରତି+ସ୍ଥା ଧାତୁ+କର୍ତ୍ତୃ. ତୃ; ୧ମା. ୧ବ.)
[ସମ୍ପାଦନା]- ୧. ଯେ ପ୍ରତିଷ୍ଠା କରେ; ସଂସ୍ଥାପକ — ୧. A founder; a consecrator.
[ଦ୍ରଷ୍ଟବ୍ୟ —ପ୍ରତି ଉପସର୍ଗ ସ୍ଥା ଧାତୁରୁ ପ୍ରତିଷ୍ଠାକାର, ପ୍ରତିଷ୍ଠାଜନକ, ପ୍ରତିଷ୍ଠିତ, ପ୍ରତିଷ୍ଠମାନ, ପ୍ରତିଷ୍ଠ୍ୟନ୍ୱିତ, ପ୍ରତିଷ୍ଠାଶାଳୀ, ପ୍ରତିଷ୍ଠାଭାଜନ ପ୍ରତିଷ୍ଠାଶୀ, ପ୍ରତିଷ୍ଠାସୁ ଓ ପ୍ରତିଷ୍ଠାଦାୟକ ଆଦି ଶବ୍ଦ ନିଷ୍ପନ୍ନ ହୁଏ]