ପ୍ରତିଷ୍ଠାନ
ଦେଖଣା
ପ୍ରତିଷ୍ଠାନ
ଉଚ୍ଚାରଣ
[ସମ୍ପାଦନା](ପ୍ରତିଷ୍ଟିତ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ରତି+ସ୍ଥା ଧାତୁ+ ଭାବ. ଅନ)
[ସମ୍ପାଦନା]- ୧. ଭାରତର ପ୍ରାଚୀନ ନଗରବିଶେଷ —୧. Name of an ancient town in India.
- ୨. ଆଲ୍ଲାହାବାଦର ପ୍ରାଚୀନ ନାମ — ୨. The ancient name of Allahabad.
- ୩. ଦାକ୍ଷିଣାତ୍ୟର ଅଧିପତି ଶାଳିବାହନଙ୍କ ରାଜଧାନୀ — ୩. The ancient capital of king Ṡāḻibāhana in South India.
[ଦ୍ରଷ୍ଟବ୍ୟ —ଏହାର ଆଧୁନିକ ନାମ ବିଠୋର ଏହା ଗୋଦାବରୀ ତୀରରେ ଅବସ୍ଥିତ ହିନ୍ଦୀ - ଶ]
- ୪. ପ୍ରସିଦ୍ଧ; ଖ୍ୟାତି —୪. Celebrity.
- ୫. ଅବସ୍ଥାନ —୫. Position; site.
- ୬. ବ୍ରତାଦିର ଉଦ୍ୟାପନ ସମୟରେ ଅନୁଷ୍ଠେୟ କର୍ମ — ୬. Ceremony performable at the conclusion af a vow or religious fast.
- ୭. ଅନୁଷ୍ଠାନ —୭. Institution.