Jump to content

ପ୍ରତିଷ୍ଠାପନ

ଉଇକିଅଭିଧାନ‌ରୁ

ପ୍ରତିଷ୍ଠାପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ସ୍ଥାପନ; ଷତ୍ୱବିଧାନ)

[ସମ୍ପାଦନା]
୧. ପ୍ରତିଷ୍ଠାକରଣ — ୧. Establishing; consecration.
୨. ଅବସ୍ଥାପନ; ସ୍ଥାପନ କରିବା — ୨. Putting; placing.
୩. ନିର୍ମାଣ —୩. Erecting; building.
୪. ସମାପନ —୪. Accomplishment.