Jump to content

ପ୍ରତିଷ୍ଠାପିତ

ଉଇକିଅଭିଧାନ‌ରୁ

ପ୍ରତିଷ୍ଠାପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରତି+ସ୍ଥାପିତ; ଷତ୍ୱବିଧାନ)

[ସମ୍ପାଦନା]
୧. ଅବସ୍ଥାପିତ — ୧. Placed; put.


(ପ୍ରତିଷ୍ଠାପନ—ବି)

୨. ପ୍ରତିଷ୍ଠା କରା ଯାଇଥିବା — ୨. Established; opened.
୩. ନିର୍ମିତ —୩. Erected.
୪. ସମାପିତ —୪. Accomplished.