ପ୍ରତିଷ୍ଠିତ
ଦେଖଣା
ପ୍ରତିଷ୍ଠିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ରତି+ସ୍ଥିତ; ଷତ୍ୱବିଧାନ)
[ସମ୍ପାଦନା]- ୧. ପ୍ରତିଷ୍ଠାଯୁକ୍ତ ଗୌରବାନ୍ୱିତ; ସମ୍ମାନିତ; ବିଖ୍ୟାତ — ୧. Respectable; famous; celebrated.
- ୨. ଉତ୍ସୃଷ୍ଟ; ଉତ୍ସର୍ଗୀକୃତ —୨. Offerd; dedicated.
- ୩. ସଂସ୍କୃତ; ମନ୍ତ୍ରାଦିଦ୍ୱାରା ପରିଶୋଧିତ —୩. Consecrated.
- ୪. ସମାହିତ; ସମାପିତ —୪. Accomplished.
- ୫. ସ୍ଥାପିତ; ଅବସ୍ଥାପିତ —୫. Situated; placed; established; fixed; founded.
- ୬. ଆରବ୍ଧ —୬. Started; opened.