ପ୍ରତିସୂର୍ଯ୍ୟ
ଦେଖଣା
ପ୍ରତିସୂର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ସୂର୍ଯ୍ୟ)
[ସମ୍ପାଦନା]- ୧. ସୂର୍ଯ୍ୟମଣ୍ଡଳ — ୧. The sun's orb.
- ୨. ଆକାଶରେ ଦେଖାଯାବା ଉତ୍ପାତବିଶେଷ, ଯହିଁରେ ସୂର୍ଯ୍ୟଙ୍କ ସାମନାରେ ଆଉ ଏକ ସୂର୍ଯ୍ୟ ଦେଖା ଯାଆନ୍ତି (ହିନ୍ଦୀ - ଶ) ୨. An ominous phenomenon of the sky in which an image of the sun is seen in front of the sun.
- ୩. ଏଣ୍ଡୁଅ (ହିନ୍ଦୀ - ଶ) —୩. Chameleon.