ପ୍ରତିହତ
ଦେଖଣା
ପ୍ରତିହତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ରତି+ହତ)
[ସମ୍ପାଦନା]- ୧. ନିରାଶ —୧. Disappointed.
- ୨. ପ୍ରତିବଦ୍ଧ; ବାଧା ପ୍ରାପ୍ତ — ୨. Opposed; obstructed; resisted.
- ୩. ଆହାତ —୩. Struck; burt.
- ୪. ପ୍ରତିଘାତ ପ୍ରାପ୍ତ — ୪. Beaten back; struck; in return.
- ୫. ସ୍ଖଳିତ; ଚ୍ୟୁତ —୫. Fallen; overthrown.
- ୬. ପ୍ରତିହିଂସାର୍ଥ ହତ —୬. Killed in revenge.
- ୭. ଢାଲ ଆଦିଦ୍ୱାରା ସମ୍ଭଳା ଯିବା (ଆଘାତ) — ୭. Warded off; repelled.
- ୮. ପ୍ରେରିତ —୮. Sent; emitted; despatched.
- ୯. ଘୃଣିତ —୯. Hated.
- ୧. ଅନ୍ୟ ଆଡ଼କୁ ବୁଲା ହୋଇଥିବା — ୧୦. Averted; turned away.
- ୧୧. ଦୂରୀକୃତ —୧୧. Expelled; driven out.
- ୧୨. ପ୍ରତିବିମ୍ୱିତ —୧୨. Reflected.
- ୧୩. ନିରସ୍ତ; କ୍ଷାନ୍ତ —୧୩. Ceased.