Jump to content

ପ୍ରତିହନ୍ତା

ଉଇକିଅଭିଧାନ‌ରୁ

ପ୍ରତିହନ୍ତା

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିହନ୍ତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ପ୍ରତି+ହନ୍ ଧାତୁ+ତ; ୧ମା. ୧ବ)

[ସମ୍ପାଦନା]
୧. ଯେ ଆଘାତ ଆଦିକୁ ସମ୍ଭାଳି ଦିଏ — ୧. Warding off a blow.
୨. ପ୍ରତିଘାତକାରୀ — ୨. Repelling; opposing; resisting.