Jump to content

ପ୍ରତିହିଂସକ

ଉଇକିଅଭିଧାନ‌ରୁ

ପ୍ରତିହିଂସକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତିହିଂସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ପ୍ରତି+ହିନସ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ଦାଉ ସାଧେ; ଯେ ପ୍ରତିହିଂସା ନିଏ; ପ୍ରତିହିଂସାପରାୟଣ —Revengeful.