ପ୍ରତୀକ
ଦେଖଣା
ପ୍ରତୀକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ପ୍ରତି+ଇ ଧାତୁ=ଗମନ କରିବା+କର୍ତ୍ତୃ. ଇକ)
[ସମ୍ପାଦନା]- ୧. ବିରୁଦ୍ଧ; ପ୍ରତିକୂଳ; ବିପରୀତ — ୧. Opposite; contrary.
- ୨. ଆଡ଼କୁ ଯାଉଥିବା —୨. Going towards.
- ୩. ଉପରକୁ ଉଠୁଥିବା —୩. Going uphill.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତ୍ୟଙ୍ଗ —୧. Limbs.
- ୨. ଦେହର ଅଂଶ —୨. Part of the body.
- ୩. ପତ୍ତା; ଚିହ୍ନ (ହିନ୍ଦୀ - ) —୩. Trace; sign.
- ୪. କୌଣସି ପଦ୍ୟର ବା ଗଦ୍ୟର ଆଦ୍ୟର ବା ଅନ୍ତର କିଛି ଅଂଶ ଦେଖି ବା ପଢ଼ି ପୂରାବାକ୍ୟରେ ପତା ଲଗାଇବା (ହିନ୍ଦୀ - ଶ) — ୪. Finding out the full sentence or sloke after knowing a part thereof.
- ୫. ମୁଖ; ମୁହଁ (ହିନ୍ଦୀ - ଶ) —୫. Face.
- ୬. ଆକୃତି; ରୂପ (ହିନ୍ଦୀ - ଶ) —୬. Shape.
- ୭. ପ୍ରତିରୂପ (ହିନ୍ଦୀ - ଶ) —୭. Image.
- ୮. ପୋଟଳ (ହିନ୍ଦୀ - ଶ) (ଦେଖ) - —୮. Poṭaḻa (See)