ପ୍ରତୀକାର
ଦେଖଣା
ପ୍ରତୀକାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି=ବିରୁଦ୍ଧ+କୃ ଧାତୁ+ଭାବ. ଅ ବା ସଂସ୍କୃତ 'ଘଞ୍ଚ' ପ୍ରତ୍ୟୟ; ଘଞ୍ଚ ପ୍ରତ୍ୟୟ ବେଲେ ପୂର୍ବବର୍ତ୍ତୀ ଉପସର୍ଗର ଶେଷ ସ୍ୱର ବିକଳ୍ପେ ଦୀଘ ହୁଏ; ତୁଳନାରେ ପ୍ରତୀକାଶ, ବୀକାଶ ଇତ୍ୟାଦି)
[ସମ୍ପାଦନା]- ୧. ପ୍ରତିକ୍ରିୟା; ପ୍ରତିବିଧାନ — ୧. Remedy; counter- action.
- ୨. ପ୍ରତିଶୋଧ; ବୈର ନିର୍ଯାତନ; ପ୍ରତିହିଂସା — ୨. Revenge; retaliation.
- ୩. ପ୍ରତିଫଳ —୩. Requital.
- ୪. କ୍ଷତିପୂରଣ —୪. Compensation.
- ୫. ଉପଚାର; ଉପାୟ —୫. Measure; means.
- ୬. ଚିକିତ୍ସା —୬. Medical treatment.
- ୭. ଉପଶମ —୭. Recovery; improvement; alle viation.
- ୮. ପ୍ରତିକୂଳତାଚରଣ —୮. Acting in opposition.
- ୯. ଋଣାଦିର ପରିଶୋଧ — ୯. Discharge of a debt or obligation.