ପ୍ରତୀକ୍ଷଣ
ଦେଖଣା
ପ୍ରତୀକ୍ଷଣ
ଉଚ୍ଚାରଣ
[ସମ୍ପାଦନା](ପ୍ରତୀକ୍ଷିତ; ପ୍ରତୀକ୍ଷକ—ବିଣ)
ସଂସ୍କୃତ - ବିଶେଷ୍ୟ - (ପ୍ରତି+ଈକ୍ଷଣ)
[ସମ୍ପାଦନା]- ୧. ଅବଲୋକନ — ୧. Seeing; perceiving.
- ୨. ବିବେଚନା — ୧. Consideration; regard.
- ୩. ଅପେକ୍ଷା କରିବା —୩. Awaiting; expectation.
- ୪. ପରିପୋଷଣ; ପାଳନ — ୪. Maintaining; bringing up.
- ୫. ସଫଳତା —୫. Fulfilment.
- ୬. ପୂଜା —୬. Worship; adoration; veneration.
- ୭. ପ୍ରଣିଧାନ; ଅଭିନିବେଶ —୭. Attention.