ପ୍ରତୀକ୍ଷା
ଦେଖଣା
ପ୍ରତୀକ୍ଷା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ରତି+ଈଷ୍ ଧାତୁ=ଦେଖିବା+ଭାବ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଅପେକ୍ଷା; ଆଶା —୧. Waiting; expectation.
- ୨. ଆକାକ୍ଷାଂ —୨. Desire.
- ୩. ପୂଜା; ସମ୍ମାନ —୩. Respect; worship; adoration.
- ୪. ପ୍ରତିପାଳନ — ୪. Protecting; cherishing; fulfilling.
- ୫. ନିରୀକ୍ଷଣ —୫. Seeing.
- ୬. ଅନ୍ୱୟ —୬. Reference.
- ୭. ପ୍ରଣିଧାନ —୭. Consideration.