ପ୍ରତୀଘାତ
ଦେଖଣା
ପ୍ରତୀଘାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ହନ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଆହାତ ବସ୍ତୁ ଆଘାତ କରିବା ପଦାର୍ଥକୁ ଯେଉଁ ଲେଉଟ ଆଘାତ କରେ —୧. Counter-Stroke; a blow in return.
- ୨. କୌଣସି ଆଘାତକୁ ସମ୍ଭାଳିବା ବା ଠେଁସିବା ପାଇଁ ବ୍ୟବହୃତ ବଳ —୨. Repulsion.
- ୩. ଟକ୍କର; ଠୋକର —୩. Repulse; rebound.
- ୪. ବ୍ୟାଘାତ; ବିଘ୍ନ —୫. Obstruction; hinderance.
- ୫. ବିରୋଧ —୫. Opposition.
- ୬. ଶତ୍ରୁତା —୬. Enmity.
- ୭. ନିକ୍ଷେପ —୭. Throwing; casting.
- ୮. ନିରାସ; ନିରାକରଣ — ୮. Warding off rebuff.