Jump to content

ପ୍ରତୀଚୀନ

ଉଇକିଅଭିଧାନ‌ରୁ

ପ୍ରତୀଚୀନ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତୀଚୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରତୀଚୀ+ସମ୍ୱନ୍ଧାର୍ଥେ ଈନ୍; ତୁଳ; ପ୍ରଚୀନ; ତରଶ୍ଚୀନ)

[ସମ୍ପାଦନା]
୧. ପଶ୍ଚିମ ସମ୍ୱନ୍ଧୀୟ; ପଶ୍ଚିମ ଦେଶୀୟ; ପଶ୍ଚିମ ଦେଶ ଜାତ —୧. Western.
୨. ପଛଆଡ଼େ ଥିବା —୨. Being behind; situated in the rear.