Jump to content

ପ୍ରତୀଚୀରେ

ଉଇକିଅଭିଧାନ‌ରୁ

ପ୍ରତୀଚୀରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ (ସଂସ୍କୃତ - ପ୍ରତି+ଚିର)

[ସମ୍ପାଦନା]

ପ୍ରତି ବିଷୟରେ ଓ ଚିରକାଳ —For ever and in every matter.

ବିଧି ପୂର୍ବରେ ଦକ୍ଷିଣ ପ୍ରତୀଚୀରେ ଉଜ ବିଦିତ ତବ ଭ୍ରାତାର ଉତ୍ତରେ ସହଜ—ଭଞ୍ଜ ବୈଦେହୀଶବିଳାସ