ପ୍ରତୀତ
ଦେଖଣା
ପ୍ରତୀତ
ଉଚ୍ଚାରଣ
[ସମ୍ପାଦନା](ପ୍ରତୀତି—ବି)
ସଂସ୍କୃତ - ବିଶେଷଣ - (ପ୍ରତି+ଇ ଧାତୁ=ଯିବା, ବୋଧକରିବା+କର୍ମ. ତ)
[ସମ୍ପାଦନା]- ୧. ବିଖ୍ୟାତ; ପ୍ରସିଦ୍ଧ —୧. Celebrated; renowned.
- ୨. ଜ୍ଞାତ; ଅନୁଭୁତ —୨. Known; realised.
- ୩. ଦୃଷ୍ଟ; ପ୍ରୀତ —୩. Delighted; pleased.
- ୪. ସମ୍ମାନୀତ —୪. Respected.
- ୫. ଅତୀତ —୫. Past.
- ୬. ବିଶ୍ୱସ୍ତ —୬. Trusted; believed.
- ୭. ଜ୍ଞାନବାନ୍; ଜ୍ଞାନୀ —୭. Wise.