Jump to content

ପ୍ରତୀପ ବଚନ

ଉଇକିଅଭିଧାନ‌ରୁ

ପ୍ରତୀପ ବଚନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତୀପବାଦ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପ୍ରତୀପ+ବଚନ)

[ସମ୍ପାଦନା]
୧. ପ୍ରତିବାଦ ବିରୁଦ୍ଧବାଦ — ୧. Contradiction.
୨. ଅପ୍ରକୃତ ଉତ୍ତର —୨. A perverse or evasive reply.
୩. ପୂର୍ବବର୍ତ୍ତୀ ବକ୍ତାଙ୍କ ଯୁକ୍ତିର ପ୍ରକୃତ ଉତ୍ତର ନ ଦେଇ ତୃତୀୟ ବ୍ୟକ୍ତିଙ୍କୁ କହିବା —୩. A speech made to a third person without giving a direct reply to the previous speaker.