ପ୍ରତୀବାଦ
ଦେଖଣା
ପ୍ରତୀବାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରତି+ବଦ୍ ଧାତୁ+ଅ)
[ସମ୍ପାଦନା]- ୧. ପ୍ରତିକୂଳ ଉକ୍ତି — ୧. Contradiction.
- ୨. ମକଦ୍ଦମାରେ ପ୍ରତିବାଦୀର ପ୍ରଦତ୍ତ ଜବାବ — ୨. Pleading in reply; defendant's statement.
- ୩. ଆପତ୍ତି —୩. Objection.
- ୪. ବିବାଦ —୪. Contention; dispute.
- ୫. ପ୍ରତ୍ୟୁତ୍ତର —୫. Reply.
- ୬. ଅଭିଯୋଗ; ମାଲିମକଦ୍ଦମା —୬. Litigation.
- ୭. ଆରୋପିତ ଅଭିଯୋଗ ବିରୋଧରେ ଆପତ୍ତି — ୭. Protest against a charge.