Jump to content

ପ୍ରତୀବାପ

ଉଇକିଅଭିଧାନ‌ରୁ

ପ୍ରତୀବାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ)

[ସମ୍ପାଦନା]
୧. ଗଳିତ ଧାତୁ ସଙ୍ଗେ ଦ୍ରବ୍ୟାନ୍ତରର ମିଶ୍ରଣ — ୧. Fluxing of metals.
୨. ନ୍ୟାସ —୨. Casting; depositing; entrusting.
୩. କୌଣସି ବସ୍ତୁର ଆକୃତି, ଅବସ୍ଥା ବା ଗୁଣର ବୈଲକ୍ଷଣ୍ୟ ଉତ୍ପାଦନାର୍ଥ ସେଥିରେ ଦ୍ରବ୍ୟାନ୍ତର ନିକ୍ଷେପ — ୩. Adding or throwing a substance in to a thing in order to change it.
୪. ରାଜ୍ୟରେ ଘଟିବା ଉପଦ୍ରବ —୪. A public calamity.
୫. ପାନୀୟ ଔଷଧରେ ମିଶାଯିବା ଔଷଧବିଶେଷ — ୫. A thing mixed with a medicinal draught.
୬. ସିଦ୍ଧ ହେଇଥିବା ସମୟରେ ବା ପରେ ଔଷଧ ସଙ୍ଗେ କୌଣସି ଉପକରଣ ମିଶାଇବା —୬. Adding something to a medicine during or after decoction.
୭. ଦୈବୀ ଉପଦ୍ରବ (ହିନ୍ଦୀ - ଶ) — ୭. A natural calamity; a divine visitation.