Jump to content

ପ୍ରତୀବେଶୀ

ଉଇକିଅଭିଧାନ‌ରୁ

ପ୍ରତୀବେଶୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରତିବେଶିନୀ, ପ୍ରତିବେଶ ବାସିନୀଅନ୍ୟରୂପ

(ପ୍ରତିବେଶବାସୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ଫୁ. (ପ୍ରତି+ବିଶ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]

ପଡ଼ୋଶୀ —Neighbour.

ସଂସ୍କୃତ - ବିଶେଷଣ - ଫୁ

[ସମ୍ପାଦନା]

ନିକଟରେ ବାସ କରୁଥିବା — Neighbouring; living near by.