Jump to content

ପ୍ରତୀହାରୀ

ଉଇକିଅଭିଧାନ‌ରୁ

ପ୍ରତୀହାରୀ

ଉଚ୍ଚାରଣ

[ସମ୍ପାଦନା]
[ପ୍ରତିହାରିଣୀ—ସ୍ତ୍ରୀଲିଙ୍ଗ] 

ସଂସ୍କୃତ - ବିଶେଷ୍ୟ - ଫୁ. (ପ୍ରତି+ହୃ ଧାତୁ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ପଢ଼ିଆରୀ; ଦ୍ୱାରରକ୍ଷକ —୧. Door- keeper; porter; jo<? ?>nitor.
୨. ରାଜାନ୍ତଃପୁରର ବହିର୍ଦ୍ୱାର ରକ୍ଷକ —୨. The keeper of the outer gate of a Raja's harem.

=== ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପ୍ରତିହାର+ସ୍ତ୍ରୀ ଈ)

ଦ୍ୱାରପାଳିକା — A female door keeper.