ପ୍ରତୀୟମାନୋତ୍ପେକ୍ଷା
ଦେଖଣା
ପ୍ରତୀୟମାନୋତ୍ପେକ୍ଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅର୍ଥଳଙ୍କାରବିଶେଷ (ଯହିଁରେ, ଉତ୍ପ୍ରେକ୍ଷାସୂଚକ ଶବ୍ଦ, ଯଥା—ଯେପରି, କି, ପରି, ତୁଲ୍ୟ ଉଲ୍ଲେଖ ହୋଇ ନ ଥାଏ; ଅଥଚ ତାହା ଉତ୍ପ୍ରେକ୍ଷା ବୋଲି ଜଣାପଡ଼େ) —A kind of implied simile.
[ଦ୍ରଷ୍ଟବ୍ୟ —ପ୍ରତୀୟମାନୋତ୍ପ୍ରେକ୍ଷା—'ତାଙ୍କ ଚନ୍ଦ୍ରବଦନରୁ ହାସ୍ୟସୁଧା ନିର୍ଗତ ହେଉଅଛି' ଯେଉଁ ଉତ୍ପ୍ରେକ୍ଷାରେ ଉତ୍ପ୍ରେକ୍ଷାସୁଚକ ଶବ୍ଦର ପ୍ରୟୋଗ ହୋଇଥାଏ ତାହାକୁ ବାଚ୍ୟୋତ୍ ପ୍ରେକ୍ଷା ବୋଲାଯାଏ; ଯଥା—ତାଙ୍କ ମୁଖ ଚନ୍ଦ୍ର ତୁଲ୍ୟ ଏବଂ ତହିଁରୁ ସୁଧାପରି ହାସ୍ୟ ନିର୍ଗତ ହେଉଅଛି]